ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ କାଜୁ ବାଦାମ ପ୍ରତିଦିନ ସୀମିତ ପରିମାଣରେ ଖାଇବା ଉଚିତ୍ ଜ୍ଝ ଗୋଟିଏ ଦିନରେ ୩-୪ଟି କାଜୁ ଖାଇବା ଉଚିତ । ପିଲାମାନଙ୍କୁ ଦିନକୁ ୨ଟି କାଜୁ ଖାଇବାକୁ ଦିଆଯିବା ଉଚିତ । ଯଦି ଆପଣ କାଜୁ ବହୁତ ପସନ୍ଦ କରନ୍ତି, ତେବେ ଆପଣ ଅତି ବେଶୀରେ ୪-୫ଟି ପର୍ୟ୍ୟନ୍ତ କାଜୁ ଖାଇପାରିବେ । କାଜୁ ବାଦାମ ଖାଇବା ଦ୍ୱାରା ଭୋକ ନିୟନ୍ତ୍ରଣ ହୋଇଥାଏ।
ପ୍ରତିଦିନ କାଜୁ ବାଦାମ ଖାଇବା ଦ୍ୱାରା ଶରୀରରେ ଜିଙ୍କର ଅଭାବ ପୂରଣ ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କାଜୁ ବାଦାମ ହୃଦୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଭଲ କୋଲେଷ୍ଟ୍ରଲ ବଢ଼ିଥାଏ । କାଜୁ ବାଦାମରେ ଭିଟାମିନ୍ E ମଧ୍ୟ ମିଳିଥାଏ, ଯାହା ତ୍ୱଚାକୁ ସୁସ୍ଥ ରଖେ । କାଜୁ ବାଦାମ ହଜମ ଏବଂ ପେଟ ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ । ଏଥିରେ ଡାଏଟାରୀ ଫାଇବର ରହିଛି ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ । କାଜୁ ବାଦାମ ଖାଇବା ଦ୍ୱାରା ଶରୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ମିଳିଥାଏ । ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । କାଜୁ ବାଦାମ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । କାଜୁରେ ଆଣ୍ଟିଅକ୍ସିଡାଣ୍ଟ ଯେପରିକି ପ୍ରୋଟିନ୍, ହେଲଦି ଫ୍ୟାଟ ଏବଂ ପଲିଫେନୋଲ୍ ଥାଏ ।
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







