The Ultimate Managed Hosting Platform
ADVERTISEMENT

ଶିଶୁକନ୍ୟାକୁ ଛାଡି ବାପା ମାଆ ଛୁ

Facebook
Twitter
LinkedIn

ଭୁବନେଶ୍ୱର : ୧୯ ଦିନର ଶିଶୁ କନ୍ୟାକୁ ଛାଡି ବାପାମାଆ ଛୁ । କ୍ୟାପିଟାଲ ହସ୍ପିଟାଲରୁ ଛୁ ମାରିଲେ ବାପାମାଆ । ନୟାଗଡରୁ ନବଜାତକୁ ଚିକିତ୍ସା ପାଇଁ ଆଣିଥିଲେ ଦମ୍ପତି । ହସ୍ପିଟାଲ ପକ୍ଷରୁ ଯୋଗାଯୋଗ କରିଥିଲେ ବି ଫୋନ ବନ୍ଦ ରହିଛି । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଚାଇଲ୍ଡ ଲାଇନକୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ ଲାଇନକୁ ଜଣାଯିବ। ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login