The Ultimate Managed Hosting Platform
ADVERTISEMENT

ଶିରିଡି ସାଇବାବା ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା

Facebook
Twitter
LinkedIn

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଶିରିଡିରେ ପହଞ୍ଚିଛନ୍ତି । ଏହି ଗସ୍ତରେ ମୋଦି ଶିରିଡି ସାଇବାବଙ୍କ ମନ୍ଦିରରେ ଦର୍ଶନ କରିବା ସହିତ ପୂଜା କରିଛନ୍ତି । ମୋଦି ଶିରିଡିରେ ୭୫୦୦ କୋଟି ଟଙ୍କାର ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଏଥିରେ ସ୍ୱାସ୍ଥ୍ୟ, ରେଳ, ସଡ଼କ, ତେଲ ଏବଂ ଗ୍ୟାସ ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଛି । ଏହାଦ୍ୱାରା ମହାରାଷ୍ଟ୍ରର ଲକ୍ଷ ଲକ୍ଷ କୃଷକଙ୍କୁ ଗୁରୁବାର ଦିନ ବଡ ଉପହାର ମିଳିବ । ଯେଉଁଥିରେ ୮୬ ଲକ୍ଷରୁ ଅଧିକ କୃଷକଙ୍କୁ ଫାଇଦା ମିଳିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login