The Ultimate Managed Hosting Platform
ADVERTISEMENT

ଶିକାରୀ ଭାବି ସାଙ୍ଗକୁ ଗୁଳି କଲା ସାଙ୍ଗ !

Facebook
Twitter
LinkedIn

ଢେଙ୍କାନାଳ : ଶିକାରୀ ଭାବି ସାଙ୍ଗକୁ ଗୁଳି କଲା ସାଙ୍ଗ । ରାସୋଳ ଥାନା ମାନପୁର ଗାଁରେ ଶିକାରୀ ଗୁଳିରେ ଶିକାରୀ ମୃତ । ଘଟଣାରେ ୪ ଜଣଙ୍କୁ ଗିରଫ କଲା ରାସୋଳ ଥାନା ପୋଲିସ । ବାରହା ଶିକାର କରିବାକୁ ୪ ଜଣ ସାଙ୍ଗ ହୋଇ ଯାଇଥିଲେ । ମୃତକ ବାବୁଲା ନାଏକ । ଖବର ପାଇ ରାସୋଳ ପୋଲିସ ମୃତଦେହ ଜବତ କରିବା ସହିତ ଶିକାର କରିବାକୁ ଯାଇଥିବା ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି । ସେମାନଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login