କରଞ୍ଜିଆ : ପୁଣି ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ । ଶିମିଳିପାଳ ଗାମୁଛାଝରଣରେ ପାଟ୍ରୋଲିଂ ବେଳେ ଗୁଳିମାଡ । ଗୁଳିମାଡରେ ଫରେଷ୍ଟର ମାଥ୍ ହାଁସଦାଙ୍କ ମୃତ୍ୟୁ । ମାଟିଙ୍କ ଛାତିରେ ବାଜିଥିଲା ଗୁଳି । କରଞ୍ଜିଆ ମେଡିକାଲରେ ମୃତ ଘୋଷଣା । ପାଟ୍ରୋଲିଂ ବେଳେ ଶିକାରୀ ଓ ବନକର୍ମଚାରୀ ମୁହାଁମୁହିଁ ହୋଇଥିଲେ । ଏଦେଲବେଡା ବୁରୁସାହିରୁ ୩୪ ଜଚ୍ଚଙ୍କୁ ଅଟକରଖିଲା ବନବିଭାଗ । ଶୁକ୍ରବାର ମଧ୍ୟ ରାତି ପ୍ରାୟ ଗୋଟାଏ ସମୟରେ ପେଟ୍ରଲିଂ କରୁଥିବା ସମୟରେ ପାଖାପାଖି ୪୦ ଶିକାରୀଙ୍କ ସହିତ ସାମ୍ନାସାମ୍ନୀ ହୋଇଥିଲା ବନବିଭାଗ ।
Views: 95











