The Ultimate Managed Hosting Platform
ADVERTISEMENT

ଶାଶୁକୁ ହତ୍ୟା କଲା ବୋହୂ !

Facebook
Twitter
LinkedIn

ଅନୁଗୁଳ : ପାରିବାରିକ କଳହର କରୁଣ ପରିଣତି । ଶାଶୁକୁ ହତ୍ୟା କଲା ବୋହୂ । ଘରେ ଝଗଡା ହୋଇଥିବା ବେଳେ ଶାଶୁଙ୍କ ମୁଣ୍ଡକୁ ପିଟିଦେଲେ ବୋହୂ । ପୁଅର ଅଭିଯୋଗ ପରେ ବୋହୂ ସରିତା ସାହୁ ଓ ସମୁଦୁଣୀ ଅଟକ ରହିଛନ୍ତି । କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମାଆ ପାଖ ରୁମରେ ଶୋଇଥିବା ନେଇ ବୋହୂ କହିଥିଲେ । ତେବେ ସେ ଯାଇ ଦେଖିଲା ବେଳକୁ ତାଙ୍କ ମାଆ ମରି ସାରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିଲା । ତାଙ୍କୁ ମେଡିକାଲ ନେବାବେଳେ ସେଠାରେ ଡାକ୍ତର କୁନି ନାୟକଙ୍କୁ ମୃତ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login