The Ultimate Managed Hosting Platform
ADVERTISEMENT

ଶପଥ ନେଲେ ଜୟ ଢୋଲକିଆ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ଶପଥ ନେଲେ ଜୟ ଢୋଲକିଆ । ଶପଥ ପାଠ କରାଇଲେ ବାଚସ୍ପତି ସୁରମା ପାଢୀ । ଦିନ ୧ଟା ବେଳେ ଓଡ଼ିଶା ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି ଜୟ । ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ଶପଥ ନେଲେ । ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login