The Ultimate Managed Hosting Platform
ADVERTISEMENT

ଶପଥ ଗ୍ରହଣ ପରେ ରେଖା ଗୁପ୍ତା ସରକାରଙ୍କ ବଡ ନିଷ୍ପତ୍ତି, ପ୍ରଶାସନରେ ଅଦଳବଦଳ, ମାଗଣା ଯାତ୍ରାକୁ ସବୁଜ ସଙ୍କେତ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀର ରେଖା ଗୁପ୍ତା ସରକାର ଶପଥ ନେବା ପରେ ଆକ୍ସନ ମୋଡରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏକ ବଡ଼ ପ୍ରଶାସନିକ ଅଦଳବଦଳ କରିଛନ୍ତି । ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ମୂଳ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ଷ୍ଟାଫ୍ଙ୍କ ସେବା ମଧ୍ୟ ସମାପ୍ତ କରାଯାଇଛି । ଏମିତିରେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ସରକାର ପାଞ୍ଚଟି ବଡ଼ ନିଷ୍ପତ୍ତି ନେଇଛନ୍ତି ।
ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବହନ ମନ୍ତ୍ରୀ ଡା. ପଙ୍କଜ ସିଂ କହିଛନ୍ତି ଯେ ଆଜି ସେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ବହୁତ ଖରାପ । ସେ କହିଛନ୍ତି, ମୋହଲ୍ଲା କ୍ଲିନିକଗୁଡ଼ିକର ଯାଞ୍ଚ କରାଯିବ । ଔଷଧ ଅଭାବଠାରୁ ଆରମ୍ଭ କରି ଡାକ୍ତରଙ୍କ ପ୍ରେସକ୍ରିପସନ୍ ପର୍ୟ୍ୟନ୍ତ ସବୁକିଛିର ତଦନ୍ତ କରାଯିବ । ଯଦି କୌଣସି ଅନିୟମିତତା ମିଳେ, ତେବେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT

Login