ଇସ୍ରାଏଲ : ଲେବାନନରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସିଦୋନରେ ପାଲେଷ୍ଟାଇନ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ ହମଲା । ଯୁଦ୍ଧବିରାମ ପରେ ଲେବାନନ ଉପରେ ଏହା ସବୁଠୁ ଘାତକ ଆକ୍ରମଣ । ଶରଣାର୍ଥୀ କ୍ୟାମ୍ପ ନୁହେଁ ଏହା ଆତଙ୍କବାଦୀଙ୍କ କ୍ୟାମ୍ପ କହିଲା ଇସ୍ରାଏଲ । କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଇସ୍ରାଏଲର ଅଭିଯୋଗ । ଅଭିଯୋଗକୁ ଖଣ୍ଡନ ସହ ଏହାକୁ ଜଘନ୍ୟ ଅପରାଧ କହିଲା ହମାସ ।
ସୂଚନାନୁଯାୟୀ, ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ୍ ହମଲା କରିଥିଲେ । ଯୁଦ୍ଧବିରାମ ସତ୍ତ୍ବେ ଏହି ଆକ୍ରମଣ ଲେବାନନ୍ ଉପରେ ସବୁଠାରୁ ବଡ଼ ହମଲା । ଏହାରି ମଧ୍ୟରେ ଇସ୍ରାଏଲ କହିଛି ଯେ, ଏହା ଶରଣାର୍ଥୀଙ୍କ କ୍ୟାମ୍ପ ନୁହେଁ ବରଂ ଆତଙ୍କବାଦୀଙ୍କର କ୍ୟାମ୍ପ ଥିଲା । କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଅଭିଯୋଗ କରିଛି ଇସ୍ରାଏଲ । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ଆକ୍ରମଣକୁ ଜଘନ୍ୟ ଅପରାଧ ବୋଲି ହମାସ୍ କହିଛି ।
ଲେବାନନରେ ଇସ୍ରାଏଲର ଆକ୍ରମଣ ; ୧୩ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











