The Ultimate Managed Hosting Platform
ADVERTISEMENT

ଲାହୋରରେ ଲୁଚିଛି ହାପିଜ ସଇଦ ! ମିଳିଲା ଆତଙ୍କବାଦୀର ଗୁପ୍ତ ଠିକଣା

Facebook
Twitter
LinkedIn

ନୂଆଦିଲ୍ଲୀ : ହାପିଜ ସଇଦ ଲାହୋରରେ ଥିବା ନିଶ୍ଚିତ ହୋଇଛି । ସାଟେଲାଇଟରୁ ଆସିଥିବା ଫଟୋ ଏବଂ ଭିଡିଓରୁ ଜଣାପଡ଼ୁଛି ଯେ, ହାପିଜର ଘର ଲାହୋରରେ ଅଛି । ସେ ସାଧାରଣ ଲୋକଙ୍କ ସହ ଆରାମରେ ଥିବା କଥା ସ୍ପଷ୍ଟ ହୋଇଛି । ପାକିସ୍ତାନର ସବୁଠାରୁ ବଡ଼ ଆତଙ୍କବାଦୀ ଲସ୍କର-ଏ-ତୋଏବାର ପ୍ରତିଷ୍ଠାତା ହାପିଜ ସଇଦର ଜଣାପଡ଼ିଲା ଗୁପ୍ତ ଆଡ୍ଡା । ତା’ ଘର କଡ଼ା ସୁରକ୍ଷାରେ ଥିବା ଜଣାପଡ଼ିଛି । ତାକୁ ସୁରକ୍ଷା ଦେଉଛି ପାକିସ୍ତାନ ସରକାର । ତାକୁ ତିନି ସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ୨୪ ଘଣ୍ଟା ସୁରକ୍ଷା କର୍ମୀ ସଜାଗ ଅଛନ୍ତି । ଏବେ ହାପିଜ ସଇଦର ଗୁପ୍ତ ଆଡ୍ଡାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ସେଠାରେ ତା’ର ବ୍ୟକ୍ତିଗତ ପାର୍କ ରହିଛି । ଏହି ପାର୍କ ସାମ୍ନାରେ ତା’ ଘର ଥିବା ସ୍ପଷ୍ଟ ଜଣାପଡ଼ୁଛି । ସେଠାରେ ଏକ ମଦ୍ରାସା ମଧ୍ୟ ରହିଛି । ଏହା ତଳେ ବଙ୍କର ମଧ୍ୟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦିଲ୍ଲୀରେ ହାଇ ଆଲର୍ଟ , ଖାଲି କରାଗଲା ଇଣ୍ଡିଆ ଗେଟ

ଦିଲ୍ଲୀରେ ହାଇ ଆଲର୍ଟ , ଖାଲି କରାଗଲା ଇଣ୍ଡିଆ ଗେଟ

ନୂଆଦିଲ୍ଲୀ : ଦିଲ୍ଲୀ ଇଣ୍ଡିଆ ଗେଟ ନିକଟରୁ ଲୋକଙ୍କୁ ସ୍ଥାନାନ୍ତର । ଇଣ୍ଡିଆ ଗେଟ ନିକଟରୁ ଲୋକଙ୍କୁ ଖାଲି କରାଗଲା ।ସୁରକ୍ଷାକୁ ଦୃଷ୍ଟିରେ ରଖି ଡାକବାଜି ଯନ୍ତ୍ରରେ...