ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ୨.୦ । ଭାରତର କଡା ଜବାବ । ଲାହୋରରେ ଏୟାର ଡିଫେନ୍ସ ମିଜାଇଲ ଲଞ୍ଚର ଧ୍ୱଂସ । ଲାହୋରରେ ଏୟାର ଡିଫେନ୍ସ ମିଜାଇଲ ଲଞ୍ଚର ଧ୍ୱଂସ । ଏଚକ୍ୟୁ-୯ ଏୟାର ଡିଫେନ୍ସ ମିଜାଇଲ ଲଞ୍ଚର ଜଳିଗଲା । ଭାରତୀୟ ସେନାର ଜୋରଦାର ଆକ୍ରମଣରେ ନଷ୍ଟ । ପ୍ରେସ ରିଲିଜ ଜରିଆରେ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ ।ଲାହୋର ଠାରୁ ଆରମ୍ଭ କରି କରାଚୀ ପର୍ୟ୍ୟନ୍ତ ସବୁ ସହରରେ ଡ୍ରୋନ୍ ଆକ୍ରମଣ ହୋଇଛି । ଦେଶର ପ୍ରମୁଖ ସହର ଲାହୋର, କରାଚୀ, ରାୱଲପିଣ୍ଡିରେ ୩ଟି ବଡ ଡ୍ରୋନ୍ ଆକ୍ରମଣ ହୋଇଥିବା ରିପୋର୍ଟ ମିଳିଛି । ଏହି ଆକ୍ରମଣରେ ମୋଟ ୨୫ଟି ଡ୍ରୋନ୍ ବିସ୍ଫୋରଣ ଘଟାଇଥିବା ଜଣାପଡ଼ିଛି । ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଯେଉଁଥିରେ ପାକିସ୍ତାନରେ ଲାଗିଥିବା ଚୀନ୍ ନିର୍ମିତ ଡିଫେନ୍ସ ସିଷ୍ଟମ୍କୁ ନଷ୍ଟ କରାଯାଇଛି ।
Views: 57











