The Ultimate Managed Hosting Platform
ADVERTISEMENT

ଲାଲ ତାଣ୍ଡବ ; ୯ଟି ଗାଡି ଜାଳିଦେଲେ ମାଓବାଦୀ

Facebook
Twitter
LinkedIn

ରାୟଗଡା : କ୍ରସରରେ ଥିବା ୯ଟି ଗାଡି ଜାଳିଦେଲେ ମାଓବାଦୀ । ୨ଟି ପ୍ରୋକ୍ଲିନ , ୫ଟି ହାଇୱା ଓ ୨ଟି ଲୋଡର ସମେତ ୯ଟି ଗାଡି ଜାଳିଦେଲେ । ମୁନିଗୁଡା ଥାନା ଦେଓକୁପୁଳି ଛକ ନିକଟରେ ଲାଲ୍ ତାଣ୍ଡବ । ୧୦ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ନିଆଁ ଲଗାଇଥିବା ସୂଚନା । ଗତରାତିରେ ମହିଳା ସମେତ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଆସି ଲଙ୍କାକାଣ୍ଡ ଘଟାଇଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login