The Ultimate Managed Hosting Platform
ADVERTISEMENT

ଲାଞ୍ଚୁଆ ଡାକ୍ତରଙ୍କୁ ଜେଲ୍

Facebook
Twitter
LinkedIn

କଟକ : ଲାଞ୍ଚ ନେଇ ଧରାପଡିଥିବା ଡାକ୍ତରଙ୍କୁ ୨ ବର୍ଷ ଜେଲ । ଡାକ୍ତର କରୁଣାକର ରାଉତଙ୍କୁ ଦଣ୍ଡାଦେଶ କଲେ ଭିଜିଲାନ୍ସ କୋର୍ଟ । ୨୦୧୩ରେ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡିଥିଲେ । ଯାଜପୁର ମଧୁବନରେ କାର୍ଯ୍ୟରତ ଥିବା ବେଳେ ଧରାପଡିଲେ । ଜଣେ କର୍ମଚାରୀଙ୍କ ଛୁଟିକୁ ନିୟମିତ କରିବାକୁ ଲାଞ୍ଚ ନେଉଥିଲେ । ଏବେ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ଡାକ୍ତର କରୁଣାକର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login