The Ultimate Managed Hosting Platform
ADVERTISEMENT

ଲାଞ୍ଚ ମାମଲାରେ ବଢିଲା ଗୈାତମ ଆଦାନୀଙ୍କ ଅଡୁଆ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ବଢିଲା ଗୈାତମ ଆଦାନୀଙ୍କ ଅଡୁଆ । ୨୬୫ ନିୟୁତ ଆମେରିକୀୟ ଡଲାରର ଲାଞ୍ଚ ଅଭିଯୋଗରେ ଚାଲିଥିବା ବିଭିନ୍ନ ମାମଲାର ହେବ ଏକତ୍ର ଶୁଣାଣୀ । ତିନୋଟି ମାମଲାର ଏକତ୍ର ଶୁଣାଣୀ କରିବାକୁ ନୁୟର୍କ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୩ଟି ଯାକ ମାମଲା ଏକା ହୋଇଥିବାରୁ ଏବଂ ସମୟ ବଞ୍ଚାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ଲାଞ୍ଚ ମାମଲାରେ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲାଂମାମଲାରେ ଆଦାନୀ ଓ ଅନ୍ୟ ୩ଜଣଙ୍କ ବିରୋଧରେ ଚାଲିବ ମାମଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login