ବଲାଙ୍ଗୀର : ଶିକ୍ଷକ ବନିଲେ ଯୈ÷ାନ ରାକ୍ଷସ । ଛାତ୍ରୀଙ୍କୁ କଲେ ଅସାଦାଚରଣ । ଶେଷରେ ଜେଲ ଗଲେ । ଛାତ୍ରୀଙ୍କୁ ଯୈ÷ାନ ନିର୍ଯ୍ୟାତନା ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍ । ବଲାଙ୍ଗିର ଦେଓଗାଁ ବ୍ଲକ ଅଞ୍ଚଳରେ ୨୦୨୨ ଅଗଷ୍ଟର ଘଟଣା ପାଇଁ ସଜା । ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆକୁ ୨୦ ବର୍ଷ ଜେଲ୍ ଦେଲେ ବଲାଙ୍ଗିର ପୋକ୍ସୋ କୋର୍ଟ ।
Views: 93