The Ultimate Managed Hosting Platform
ADVERTISEMENT

ରେଳ ଧାରଣାରେ ୨ ଯୁବକଙ୍କ ମୃତଦେହ

Facebook
Twitter
LinkedIn

କୋରାପୁଟ : ରେଳ ଧାରଣାରେ ୨ ଯୁବକଙ୍କ ମୃତଦେହ । ଜର୍ଟି ରେଳ ଷ୍ଟେସନ ନିକଟରେ ଟ୍ରାକରେ ପଡିଛି ମୃତଦେହ । ଟ୍ରେନରୁ ଖସି ନା ଅନ୍ୟ କୈାଣସି କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ । ଖଣ୍ଡ ବିଖଣ୍ଡିତ ହୋ ଇ ପଡ଼ିଛି ମୃତଦେହ । ସେମାନଙ୍କର ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ଜିଆରପି ପହଞ୍ଚି ତନାଘନା ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login