The Ultimate Managed Hosting Platform
ADVERTISEMENT

ରେଲୱେ ଟ୍ରାକରେ ଅଜଣା ମୃତଦେହ

Facebook
Twitter
LinkedIn

ସୋର : ରେଲବ୍ୱେ ଟ୍ରାକରେ ଅଜଣା ଯୁବକଙ୍କ ମୃତଦେହ ଠାବ ।ଅଲ୍ଲିପୁର ରେଲୱେ ଗେଟ ନିକଟ ଟ୍ରାକ ପାଖରେ ପଡିଛି ମୃତଦେହ । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଟ୍ରେନରୁ ପଡି ମୃତ୍ୟୁ ହୋଇଥିବା ସନେ୍ଦହ କରାଯାଉଛି । ଯୁବକ ଜଣକ ଅଣ ଓଡିଆ ବୋଲି ଜଣା ପଡିଛି । ମୃତ ଯୁବକ ଲାଲ ବାନିୟନ କଳା ପ୍ୟାଣ୍ଟ ପିନ୍ଧିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଗହଳି ଜମିଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login