The Ultimate Managed Hosting Platform
ADVERTISEMENT

ରେଭ୍ ପାର୍ଟିରେ ସାପ ବିଷ; ଫସିଲେ ବିଗ୍ ବସ୍ ୱିନର ଏଲଭିସ୍ ଯାଦବ

Facebook
Twitter
LinkedIn

ନୂଆଦିଲ୍ଲୀ : ରେଭ୍ ପାର୍ଟିରେ ସାପ ବିଷ ମାମଲା । ଫସିଲେ ବିଗ୍ ବସ୍ ୱିନର ତଥା ୟୁଟ୍ୟୁବର ଏଲଭିସ୍ ଯାଦବ । ଏଲଭିସଙ୍କ ବିରୋଧରେ ଆସିଛି ସାପ ଚୋରା ଚାଲାଣର ଅଭିଯୋଗ । ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ନୋଏଡା ପୋଲିସ । ବିଭିନ୍ନ ପାର୍ଟି ଓ କ୍ଲବକୁ ସେ ସାପ ବିଷ ପଠାଉଥିବା ଅଭିଯୋଗ ହୋଇଛି । ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସାପ ବିଷ ଜବତ କରାଯାଇଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏଲଭିସ୍ ଯାଦବ । ଭିଡିଓ ଜାରି କରି ଏଲଭିସ୍ କହିଛନ୍ତି, ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଉଛି ତାହା ସଂପୂର୍ଣ୍ଣ ଭୁଲ । ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ । ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ । ଅଭିଯୋଗର କୌଣସି ସତ୍ୟତା ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login