The Ultimate Managed Hosting Platform
ADVERTISEMENT

ରେଭେନ୍ସା ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗ : ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ ନିଦେ୍ର୍ଦଶ

Facebook
Twitter
LinkedIn

କଟକ : ରେଭେନ୍ସା ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗ । ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିଦେ୍ର୍ଦଶ । ୟୁଜି ପ୍ରଥମ ବର୍ଷର ଏକାଧିକ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରଙ୍କ ରାଗିଂ । ଆଣ୍ଟି ଗ୍ୟାଙ୍ଗି ସେଲ୍ର ବୈଠକ ପରେ ନିଆଗଲା ନିଷ୍ପତ୍ତି । ଇଷ୍ଟ୍ ହଷ୍ଟେଲ୍ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରିଥିବା ଅଭିଯୋଗକୁ ଆଧାର କରି କାର୍ୟ୍ୟନୁଷ୍ଠାନ । ବିଳମ୍ବିତ ରାତିରେ ଖବର ପାଇ ହଷ୍ଟେଲରେ ପହଞ୍ଚି ଥିଲେ କୁଳପତି, ୱାଡେନ୍ ଏବଂ ଅନ୍ୟାନ୍ୟ ଅଧ୍ୟାପକ। ଅଭିଯୋଗର ତଦନ୍ତ କରିବ ଏକ କମିଟି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login