ମାଲକାନଗିରି : ମାଓ କ୍ୟାମ୍ପରେ ବିଡା ବିଡା ୨ ହଜାର ଟଙ୍କିଆ ନୋଟ । ୨ ହଜାର ଟଙ୍କାଆ ନୋଟ ବଦଳ ପାଇଁ ଆସି ୨ ମାଓବାଦୀ ଗିରଫ । ୮ ଲକ୍ଷ ଟଙ୍କାର ଦୁଇ ହଜାର ନୋଟ ବଦଳ କରିବାକୁ ଯାଇ ଗିରଫ । ଗିରଫ ୨ ଜଣ ଛତିଶଗଡ ବିଜାପୁର ମାଓ ନେତା ମଲେସ ସହଯୋଗୀ । ନଗଦ ୬ ଲକ୍ଷ ଟଙ୍କା ଓ ୧୧ଟି ବ୍ୟାଙ୍କ ପାସବୁକ ଜବତ କଲା ଡିଆରଜି ।
Views: 85