ଚାନ୍ଦବାଲି : ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ ବି ଖୁରାନିଆ । ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି । ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଡିଜିପି । ଜିଲ୍ଲା ପୋଲିସ ଭଲ ତଦନ୍ତ କରିବ , ଭଲ ରେଜଲ୍ଟ ବାହାରିବ ବୋଲି ଆଶା ।
Views: 58











