The Ultimate Managed Hosting Platform
ADVERTISEMENT

ରିଫଣ୍ଡ ସ୍ୱୟଂଚାଳିତ ଭାବେ ଯିବ ; ଇଣ୍ଡିଗୋ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଭାବିତ ବିମାନ ଯାତ୍ରୀଙ୍କୁ ରିଫଣ୍ଡ ନେଇ ଇଣ୍ଡିଗୋର ସୂଚନା । ରିଫଣ୍ଡ ସ୍ୱୟଂଚାଳିତ ଭାବେ ଯାତ୍ରୀଙ୍କୁ ମୂଳ ପେମେଣ୍ଟ ମାଧ୍ୟମରେ ଯିବ । ବୁକିଂ ଗୁଡିକର ସମସ୍ତ ବାତିଲ ବା ପୁନଃନିର୍ଦ୍ଧାରଣ ପୂର୍ଣ୍ଣ ଛାଡ ପ୍ରଦାନ କରିବୁ । ୫ ଡିସେମ୍ବରଠାରୁ ୧୫ ଡିସେମ୍ବର ମଧ୍ୟରେ ଯାତ୍ରା ପାଇଁ ଛାଡ କରିବୁ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login