The Ultimate Managed Hosting Platform
ADVERTISEMENT

ରାୟଗଡା କାଶୀପୁରରେ ମାଓବାଦୀ ଲଗାଇଲେ ପୋଷ୍ଟର ଓ ବ୍ୟାନର

Facebook
Twitter
LinkedIn

ରାୟଗଡା : ପୁଣି ପୋଷ୍ଟର ଲଗାଇଲେ ମାଓବାଦୀ । ରାୟଗଡ଼ା କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ମାଣ୍ଡିବିଶି ଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ୟ୍ୟାଳୟ ନିକଟରେ ଥିବା ଏକ ଆମ୍ବଗଛରେ ଦୁଇଟି ପୋଷ୍ଟର ଓ ବ୍ୟାନର ଲାଗିଛି । ପୋଷ୍ଟରରେ ସିଜିମାଳି, କୁଟ୍ରୁମାଳି ଓ ମାଞ୍ଜୀଙ୍ଗମାଳି ଖଣି ଖନନକୁ ଦୃଢ଼ ବିରୋଧ କରିଛନ୍ତି ମାଓବାଦୀ । ଏଥିସହ ପୋଷ୍ଟରରେ ଖଣି ଖନନ ପାଇଁ କାମ କରୁଥିବା ଦଲାଲ ମାନଙ୍କୁ କାମ ଛାଡ଼ିବାକୁ ଚେତାବନୀ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login