The Ultimate Managed Hosting Platform
ADVERTISEMENT

ରାହୁଲ ଆସିଲେ ଲୋକ ଏଣ୍ଟରଟେନ ହେବେ –ଜୟନାରାୟଣ

Facebook
Twitter
LinkedIn

ଭୁବନେଶ୍ୱର : ରାହୁଲ ଗାନ୍ଧି ଆସିଲେ ଲୋକଙ୍କ ମନୋରଂଜନ ହେବ କହିଲେ ଜୟନାରାୟଣ । ରାହୁଲଙ୍କୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ । ରାହୁଲ ଗାନ୍ଧି ଓଡିଶା ଆସିଲେ କଂଗ୍ରେସ ଉପରେ ଓଲଟା ପ୍ରଭାବ ପଡିବ । ସେ ଯେଉଁଠିକୁ ଯାଆନ୍ତି , କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ଭୋଟ ବଢେ । ଏଠିକୁ ଆସିଲେ କଂଗ୍ରେସ ଲାଭ ପାଇବନି , ଲୋକେ ଏଣ୍ଟରଟେନ ହେବେ । ଲୋକଙ୍କ ଏଣ୍ଟରଟେନ ପାଇଁ ରାହୁଲ ଗାନ୍ଧିଙ୍କ ଭାଷଣ ବହୁତ ଭଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login