The Ultimate Managed Hosting Platform
ADVERTISEMENT

ରାସ୍ତାରେ ଓଲଟିଲା ବସ , ୭ ଯାତ୍ରୀଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଝାଡଖଣ୍ଡର ହଜାରିବାଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଲା ବସ । ଏହି ଦୁର୍ଘଟଣା ଯୋଗୁଁ ବସରେ ଥିବା ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଅନେକ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ,ବସଟି କୋଲକତାରୁ ବାହାରି ପାଟମା ଯାଉଥିଲା । ହଜାରିବାଗରେ ଏହା ଭାରସାମ୍ୟ ହରାଇ ଓଲଟ୍ ପଡିଲା । ଦୁର୍ଘଟଣା ସମୟରେ ବସରେ ୫୦ ଜଣ ଯାତ୍ରୀ ରହିଥିଲେ । କୁହାଯାଉଛି ଯେ ଏଠାରେ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ଚାଲିଛି । ନିର୍ମାଣ କାର୍ଯ୍ୟ ବେଳେ ରାସ୍ତାକୁ କାଟି ଦିଆଯାଇଥିଲା । ତେଣୁ ଏଠାରେ ବସଟି ଗର୍ତ୍ତରେ ପଡିଯାଇଥିଲା । ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login