The Ultimate Managed Hosting Platform
ADVERTISEMENT

ରାସ୍ତାକଡରୁ ନବଜାତ କନ୍ୟା ଉଦ୍ଧାର

Facebook
Twitter
LinkedIn

ନୀଳଗିରି : ପୁଣି ଅଲୋଡା ହେଲା ନବଜାତ କନ୍ୟା । ୬ ନଂ ୱାର୍ଡ ରାସ୍ତା କଡରୁ ନବଜାତ କନ୍ୟା ଉଦ୍ଧାର । ଶିଶୁ କନ୍ୟାକୁ ଉଦ୍ଧାର କରି ମେଡିକାଲ ପଠାଇଲେ ଲୋକେ । ଶିଶୁ କନ୍ୟାର ଅବସ୍ଥା ସ୍ଥିର ନ ଥିବାରୁ ବାଲେଶ୍ୱର ସ୍ଥାନାନ୍ତର । ଶିଶୁ କନ୍ୟାକୁ କିଏ ଓ କାହିଁକି ସେଠାରେ ଛାଡିଲା ଅସ୍ପଷ୍ଟ । ନବଜାତ ଶିଶୁକନ୍ୟାର ପିତା ନୀଳଗିରି ବ୍ଲକର କଳାକାଦ ଗ୍ରାମର ରମେଶ ନାୟକ । ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login