ରାୟଗଡା : ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପ୍ରସବ । କଲ୍ୟାଣସିଂହପୁର ନିୟମଗିରି ଫାକେରୁ ଗାଁରେ ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ଗାଁ ଠାରୁ ୩ କିମି ପୂର୍ବରୁ ରହିଲା ଆମ୍ବୁଲାନ୍ସ । ବୁହା ହୋଇ ଆଣିବା ବେଳେ ଅଧାବାଟରେ ପ୍ରସବ କଲେ ମହିଳା । ଉଭୟଙ୍କୁ ଆମ୍ବୁଲାନ୍ସରେ କଲ୍ୟାଣସିଂପୁର ହସ୍ପିଟାଲ ନିଆଗଲା । ମାଆ ଅବସ୍ଥା ସ୍ଥିର ଥିବା ବେଳେ ନବଜାତ କନ୍ୟା ଅବସ୍ଥା ଗୁରୁତର ସୂଚନା ।
Views: 96











