The Ultimate Managed Hosting Platform
ADVERTISEMENT

‘ରାଧାଶ୍ୟାମ୍‌’ ରିଲିଜ୍‌ରେ ଲାଗିଲା ରୋକ । କରୋନା ସାଜିଲା ବାଧ୍ୟା ।

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହେଇ ବଢିବାରେ ଲାଗିଛି । ଧନୀ ହେଉକି ଗରିବ ସମସ୍ତଙ୍କୁ ସଂକ୍ରମଣର ଭୟ । ସେଲିବ୍ରେଟି ଠାରୁ ଆରମ୍ଭ କରି ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତେ ଏହି କରୋନା ଜାଲରେ ପଡିଛନ୍ତି । ଏହି ସଂକ୍ରମଣ ଏତେ ଜୋରେ ବ୍ୟାପିଲାଣି ଯେ ଅନେକ ଦେଶରେ ଲକ୍‌ଡାଉନ ଫେରିଲାଣି । ଗୋଟିକ ଉପରେ ଗୋଟିଏ ଫିଲ୍ମ୍ ଉପରେ ମଧ୍ୟ କୋରନାର ଗ୍ରହଣ ଲାଗିଛି । ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି କେତେକ ସିନେମା ହଲ୍ ବନ୍ଦ ହେବା ସହ ଆଉ କେତେକ ଫିଲ୍ମର ରିଲିଜ୍ ତାରିଖକୁ ମଧ୍ୟ ଘୁଞ୍ଚା ଯାଇଛି । ବଡ ବଡ ବିଗ୍ ବଜେଟ୍ ନିର୍ମିତ ଫିଲ୍ମ ଗୁଡିକ ମଧ୍ୟ ଏହା ପାଇଁ କ୍ଷତିରେ ପଡିଛି । ସେହିଭଳି ଫିଲ୍ମ ଆର୍ଆର୍ଆର୍ ପରେ ଏବେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ‘ରାଧାଶ୍ୟାମ୍‌’ ଉପରେ ମଧ୍ୟରେ ଚଡକ ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login