The Ultimate Managed Hosting Platform
ADVERTISEMENT

ରାତିରେ ଧରାହେଲେ, ସକାଳୁ ଖସିଗଲେ

Facebook
Twitter
LinkedIn

କଟକ : ରାତିରେ ଧରାହେଲେ, ସକାଳୁ ଖସିଗଲେ। ଥାନା ହାଜତରୁ ଦୁଇ ମହିଳା ଲୁଟେରା ଫେରାର୍ । କଟକ କ୍ୟାଣ୍ଟନମେଣ୍ଟ ଥାନା ହାଜତରୁ ଦୁଇ ମହିଳା ଲୁଟେରା ଫେରାର୍ ହୋଇଯାଇଛନ୍ତି । ଶନିବାର ବାଲିଯାତ୍ରାର ଶେଷ ଦିନରେ ଭିଡ ଭିତରେ ସୁନା ଚେନ୍ ଲୁଟ୍ କଲା ବେଳେ ଏହି ଦୁଇ ଲୁଟେରା ପୁଲିସ ହାତରେ ଧରାପଡିଥିଲେ । ଦୁଇ ଅଣଓଡ଼ିଆ ମହିଳା ଲୁଟେରାଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଥିଲା। ଏମାନଙ୍କ ଠାରୁ ପୁଲିସ ଅନ୍ୟ ଲୁଟେରାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯୋଜନା ରଖିଥିବା ବେଳେ ଏମାନେ ସୁଯୋଗ ଦେଖି ଥାନାରୁ ଖସି ପଳାଇଥିବା ଦେଖିବାକୁ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login