The Ultimate Managed Hosting Platform
ADVERTISEMENT

ରାଜ୍ୟରେ ବଢୁଛି ଶୀତ , ୩ ଜିଲ୍ଲାକୁ କୁହୁଡି ପାଇଁ ୱାର୍ଣ୍ଣିଂ ଜାରି

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଖସୁଛି ପାରଦ । ବଢୁଛି ଶୀତ, ପ୍ରବଳ କୁହୁଡି ବି ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି । କିଛି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ସୁନ୍ଦରଗଡ, କଳାହାଣ୍ଡି ଓ କନ୍ଧମାଳକୁ ୱାର୍ଣ୍ଣିଂ ଜାରି ହୋଇଛି । କୁହୁଡି ବେଳେ ଗାଡି ଚଳାଚଳକୁ ନିୟନ୍ତ୍ରିତ କରିବାକୁ ଏହି ୩ ଜିଲ୍ଲାର ପୋଲିସ ଓ ପରିବହନ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ୩ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିଅସ୍ ବୃଦ୍ଧି ଏବଂ ସର୍ବାଧିକ ହ୍ରାସ ପାଇବା ସମ୍ଭାବନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login