The Ultimate Managed Hosting Platform
ADVERTISEMENT

ରାଜ୍ୟ ସରକାରଙ୍କୁ ସିଦ୍ଧାନ୍ତଙ୍କ ସମାଲୋଚନା

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ସିଦ୍ଧାନ୍ତ ମହାପାତ୍ର । ବିଜେପି ନେତା ତଥା ଦିଗପହଣ୍ଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ରଙ୍କ ଟାର୍ଗେଟ । ଉକ୍ରଳ ଦିବସ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା । ମୁଖ୍ୟମନ୍ତ୍ରୀଙ୍କୁ ଯିବାକୁ ସମୟ ହେଲାନି , ନିଜ ପ୍ରତିନିଧିଙ୍କୁ ପଠାଇଲେ । ନୀଳବର୍ଣ୍ଣ ଶୃଗାଳ ରୂପି ଉକ୍ତ ପ୍ରତିନିଧିଙ୍କୁ କାହିଁକି ପଠାଇଲେ ମୁଖ୍ୟମନ୍ତ୍ରୀ । ଭାଷା ସମ୍ମିଳନୀ ଆୟୋଜନ କଲେ ବରପୁତ୍ରଙ୍କ ନାଁ ବି ଠିକ ଭାବେ ନେଲେନି । ସଂଯୋଜକ ଭାବେ ଅଣଓଡିଆଙ୍କୁ ଦାୟିତ୍ୱ ଦେବା କି ଭାଷାପ୍ରୀତି । କାନ୍ତ କବିଙ୍କୁ କଣ୍ଠ କବି କହି ଉପହାସ କଲେ ରାଜ୍ୟ ସରକାର । ଓଡିଶା ଭାଷା ଓ ଅସ୍ମିତା ଉପରେ ବିପଦ ଆସିଲେ ବିଜେପି ଶ୍ୱର ଶାଣିତ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login