The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରାଜ୍ୟ ସରକାରଙ୍କୁ ଡୁପ୍ଲିକେଟ କହି ସମାଲୋଚନା କଲେ ଜୟନାରାୟଣ

Facebook
Twitter
LinkedIn

ଭୁବନେଶ୍ୱର : ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ବନ୍ଦ ନେଇ ବର୍ଷିଲେ ଜୟନାରାୟଣ ମିଶ୍୍ର । ସରକାର ଭୟଭୀତ ହୋଇ ପଳାୟନପନ୍ଥୀ ହୋଇଛନ୍ତି । ଅନେକ ପ୍ରସଙ୍ଗ ଉଠାଯାଇଥିଲା , କାହାସହ ଆଲୋଚନା ନ କରି ବନ୍ଦ କଲେ । ସରକାର ଡୁପ୍ଲିକେଟ , ସବୁକିଛି ଡୁପ୍ଲିକେଟ କହି ସମାଲୋଚନା କଲେ ଜୟନାରାୟଣ । ଡୁପ୍ଲିକେଟ ସାର୍ଟିଫିକେଟ , ଡୁପ୍ଲିକେଟ ୫ଟି , ରତ୍ନଭଣ୍ଡାର ଚାବି ଡୁପ୍ଲିକେଟ । ସବୁ ଏଠି ଡୁପ୍ଲିକେଟ , ୫ଟି ଗୋଟେ ଡୁପ୍ଲିକେଟ ଡିପାର୍ଟମେଣ୍ଟ । ମହାନଦୀ ମୋସନ ଆଲୋଚନାକୁ ହଁ କହିଥିଲେ , ହେଲେ କଲେନି । ଯାହା ସବୁ ପ୍ରସଙ୍ଗ ଉଠାଯାଇଥିଲା ଜନତାଙ୍କ ଦରବାରକୁ ନିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...