ଭୁବନେଶ୍ୱର : ରାଜା ଚକ୍ର ମାମଲାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ରାଜା ଚକ୍ରଙ୍କ ଲିଙ୍କରେ ଅନେକ ବଡବଡିଆଙ୍କ ସମ୍ପୃକ୍ତି ରହିଛି । କାଲି ବଦ୍ରିପାତ୍ର କହିସାରିଛନ୍ତି , ଲିଙ୍କରେ ଯିଏ ବି ଅଛନ୍ତି ଛଡାଯିବନି । ଆଇନ ଅନୁସାରେ କାହାକୁ ଛଡାଯିବନି, ସମସ୍ତେ ବନ୍ଧା ହେବେ । ଆମ ସରକାର କାହାକୁ ଛାଡିନାହାନ୍ତି କି ଛାଡିବେନି ।
ଅନ୍ୟପଟେ ଆଜି କୋର୍ଟରେ ହାଜ ପରେ ଜେଲ ଗଲେ ରାଜା ଚକ୍ର । ବାଲେଶ୍ୱର କୋର୍ଟରେ ଇଓଡବ୍ଲ୍ୟୁ ହାଜର କରିବା ପରେ ଜେଲ ଗଲେ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ଜେଲ ଗଲେ । ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜରେ ରହିବେ ରାଜା ଚକ୍ର । ରାଜା ଚକ୍ରଙ୍କ ରିମାଣ୍ଡ କିମ୍ବା ଜାମିନ ଆବେଦନ ହେଲାନି । ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ରାଜା ଚକ୍ର ବିଚାର ବିଭାଗୀୟ ହାଜତରେ ରହିପାରେ । ଆଗାମୀ ଦିନରେ ଜାମିନ ପାଇଁ ଦରଖାସ୍ତ ଦିଆ ଯିବ କହିଲେ ରାଜା ଚକ୍ରଙ୍କ ଓକିଲ ରଘୁନାଥ ପ୍ରଧାନ । କ୍ରାଇମବ୍ରାଞ୍ଚ ତଦନ୍ତରୁ ରାଜା ଚକ୍ରଙ୍କ ବିରୋଧରେ ସିଧାସଳଖ ୯ କୋଟି ୧୦ ଲକ୍ଷ ଟଙ୍କାର ଅନିୟମିତତା ଥିବା ପ୍ରମାଣ ମିଳିଛି । ଏହି ମାମଲାରେ ୪୨ ଗାଡ଼ି ଜବତ ହୋଇଥିବା ବେଳେ ୨୫ଲକ୍ଷ ଟଙ୍କା ଫ୍ରିଜ ହୋଇଛି ।
ରାଜା ଚକ୍ରଙ୍କ ଲିଙ୍କରେ ବଡବଡୁଆଙ୍କ ସମ୍ପୃକ୍ତି : ପୃଥ୍ୱୀରାଜ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







