ନୂଆଦିଲ୍ଲୀ : ରାଜସ୍ଥାନ, ମଣିପୁରରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ । ରାଜସ୍ଥାନ ଜୟପୁରରେ ୩୦ ମିନିଟ ଭିତରେ ୩ ଥର ଝଟକା ଅନୁଭୂତ । ଭୋର ୪ଟା ୯ରୁ ସାଢେ ୪ଟା ମଧ୍ୟରେ ୩ଥର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୩.୪ । ତେବେ ଭୂକମ୍ପରେ କୈାଣସି କ୍ଷୟକ୍ଷତିର ସୂଚନା ନାହିଁ ।
ଅନ୍ୟପଟେ ମଣିପୁରର ଉକ୍ଷରୁଲରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ପରେ ଭୟରେ ଲୋକ ଘରୁ ବାହାରକୁ ବାହରି ଆସିଥିଲେ ।
Views: 85