The Ultimate Managed Hosting Platform
ADVERTISEMENT

ରାଜରାସ୍ତାରେ ଓଡିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରିଗର ସଂଘ

Facebook
Twitter
LinkedIn

ଭୁବନେଶ୍ୱର : ରାଜରାସ୍ତାରେ ଓଡିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରିଗର ସଂଘ । ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରିଛି ସଂଘ । ପଞ୍ଚାୟତ ନଳକୂପ ମିସ୍ତ୍ରୀ ଓ ପମ୍ପଚାଳକ ମାନଙ୍କୁ ଜଳ ଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ ପାଇଁ ଦାବି । ଏହା ସହ ଅନୁ୍ୟନ ଦଶ ଲକ୍ଷ ଟଙ୍କାର ଇନସୁରାନ୍ସ ଓ ସର୍ବନିମ୍ନ ମଜୁରୀ ପ୍ରଦାନ କରିବାକୁ ଦାବି କରିଛି ସଂଘ । ଏ ସରକାର ଏକ ମିଛୁଆ ସରକାର କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କର୍ମଚାରୀ ସଂଘ । ବାରମ୍ବାର ଦାବି ନେଇ ସରକାରଙ୍କ ପାଖରେ ପହଁଚାଇ ଥିବା ବେଳେ ସରକାର କିନ୍ତୁ ନିଦା ବିଷ୍ଣୁ ସାଜିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆହୁରି ଆନେ୍ଦାଳନ ତୀବ୍ର ହେବ ବୋଲି କହିଛି ସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login