The Ultimate Managed Hosting Platform
ADVERTISEMENT

ରାଜଧାନୀରେ ମର୍ଡର, ନାବାଳକ ପ୍ରେମିକର ଉନ୍ମତ୍ତ କାଣ୍ଡ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ ଯୁବକଙ୍କ ବିଭତ୍ସ ହତ୍ୟା । ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା । ଅଭିଯୁକ୍ତ ଯୁକ୍ତ ୨ ର ଛାତ୍ର ହୋଇଥିବା ସୂଚନା ମିଳିଛି । ହତ୍ୟା କରିବା ପରେ ଥାନାରେ ଅଟକ ରହିଛି ଅଭିଯୁକ୍ତ । ପ୍ରେମ ପାଇଁ ହତ୍ୟା ହୋଇଥିବା ସୂଚନା ମିଳିଛି । ନାବାଳକ ପ୍ରେମିକ ଚଳନ୍ତା ବାଇକରେ ଯୁବକଙ୍କ ବେକ କାଟିଦେଇଛି । ମୃତ ଯୁବକ ହେଲେ ଶୁକ ବିହାର ଅଞ୍ଚଳର ଜଗା ମଲ୍ଲିକ । ମୃତ ଜଗତଙ୍କ ଝିଆରୀକୁ ପ୍ରେମ କରୁଥିଲା ଅଭିଯୁକ୍ତ । ତେବେ ପ୍ରେମକୁ ବିରୋଧ କରିବାରୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାର ଦାଦାଙ୍କୁ ହତ୍ୟା କରିଛି ଅଭିଯୁକ୍ତ । ସେପଟେ ଘଟଣାରେ ସମ୍ପୃକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମସମର୍ପଣ କରିଛି ।ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login