ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି ନିଆଁ ବର୍ଷା । ସାଢେ ୧୧ଟାରେ ଭୁବନେଶ୍ୱରରେ ୪୦ ଡିଗ୍ରୀ ଟପିଲାଣି । ଆଜି ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ । ୪୦.୪ ଡିଗ୍ରୀ ସହ ସାଢେ ୧୧ଟାରେ ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ।
ଝାରସୁଗୁଡା-୪୦.୨
କେନ୍ଦୁଝର-୩୯.୨
ସମ୍ବଲପୁର -୩୮.୬
ହୀରାକୁଦ-୩୭.୪
ଚାନ୍ଦବାଲି-୩୭
ବାଲେଶ୍ୱର-୩୬.୪
ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା
— Meteorological Centre, Bhubaneswar (@mcbbsr) April 18, 2023
ଭୁବନେଶ୍ୱର: ୪୦.୪ ଡ଼ିଗ୍ରୀ
ଝାରସୁଗୁଡା: ୪୦.୨ ଡ଼ିଗ୍ରୀ
କେନ୍ଦୁଝର:୩୯.୨ ଡ଼ିଗ୍ରୀ
ସମ୍ବଲପୁର: ୩୮.୬ ଡ଼ିଗ୍ରୀ
ହୀରାକୁଦ: ୩୭.୪ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୦ ଡ଼ିଗ୍ରୀ
ବାଲେଶ୍ୱର: ୩୬.୪ ଡ଼ିଗ୍ରୀ
ଗୋପାଳପୁର:୩୪.୬ଡ଼ିଗ୍ରୀ
ପୁରୀ: ୩୪.୨ ଡ଼ିଗ୍ରୀ
ପାରାଦୀପ:୨୮.୦ ଡ଼ିଗ୍ରୀ
Views: 78