The Ultimate Managed Hosting Platform
ADVERTISEMENT

ରାଜଧାନୀରେ ନକଲି ସିମେଣ୍ଟ କାରଖାନା ଠାବ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେନକଲି ସିମେଣ୍ଟ କାରଖାନା ଠାବ । ନାମୀଦାମୀ କମ୍ପାନୀର ପ୍ୟାକେଟ ଭଇତରୁ ବାହାରୁଛି ନକଲି ସିମେଣ୍ଟ ।ଟାର୍ଗେଟରେ ଥିଲା ଗ୍ରାମାଞ୍ଚଳ । ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ହେଉଥିଲା ଚାଲାଣ । ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ କରିଥିଲା ବଡଗଡ଼ ଥାନା ପୋଲିସ । ଭୁବନେଶ୍ବର ଟଙ୍କପାଣି ରୋଡ଼ରେ ଥିବା ମା କନକ ଦୁର୍ଗା ସିମେଣ୍ଟ ଷ୍ଟୋର ଉପରେ ଚଢାଉ ବେଳେ ପୋଲିସର ହୋସ୍ ଉଡିଯାଇଥିଲା । ବସ୍ତା ବସ୍ତା ନକଲି ସିମେଣ୍ଟ । ସିମେଣ୍ଟରେ ମିଶୁଥିଲା ପାଉଁଶ ଏବଂ ବାଲି । କମ ଦରରେ ବିକ୍ରି ହେଉଥିଲା ସିମେଣ୍ଟ । ବସ୍ତା ପିଛା ୨୦୦ଟଙ୍କା କମରେ ହେଉଥିଲା ବିକ୍ରି । କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login