The Ultimate Managed Hosting Platform
ADVERTISEMENT

ରଶ୍ମିକା ମନ୍ଦାନା ସହ ବିଜୟ ଦେବରକୋଣ୍ଡା ବିବାହ ଖବରକୁ ମନା କଲେ ବିଜୟ ଦେବରକୋଣ୍ଡା: କହିଲେ ସବୁ ଗୁଜବ, ଚର୍ଚ୍ଚାରେ ଟ୍ୱିଟ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ସାଉଥ ରଶ୍ମିକା ମନ୍ଦାନାଙ୍କ ଷ୍ଟାର ବିଜୟ ଦେବରାକୋଣ୍ଡା ବିବାହକୁ ନେଇ ଏକ ଜବରଦସ୍ତ ଆଲୋଚନା ଚାଲିଥିବା ସମୟରେ । ଉଭୟଙ୍କର ଡେଟିଂ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି । ଏହା ଅନ୍ୟ ଏକ ବିଷୟ ଯେ ଉଭୟେ ଆଜି ପର‌୍ୟ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି । ତେବେ ଗତ କିଛି ଦିନ ହେବ, ଚର୍ଚ୍ଚା ହେଉଥିଲା ଯେ, ରଶ୍ମିକା ଏବଂ ବିଜୟ ୨୦୨୨ ଶେଷରେ ବିବାହ କରିବାକୁ ଯାଉଛନ୍ତି । ହେଲେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ବିଜୟଙ୍କ ଟ୍ୱିଟ୍ । ସେ କହିଛନ୍ତି ବିବାହର ଖବର ସଂପୂର୍ଣ୍ଣ ଭାବେ ଗୁଜବ । ଏହା ମଧ୍ୟ ଖବର ରହିଛି ଯେ ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରାକୋଣ୍ଡା ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ।


ବର୍ତ୍ତମାନ ସେ ତାଙ୍କର ବୃତ୍ତିଗତ ସାମ୍ମୁଖ୍ୟ ଉପରେ ଧ୍ୟାନ ଦେଉଛନ୍ତି । ଏହି କଳ୍ପନାଜଳ୍ପନା ମଧ୍ୟରେ ବିଜୟ ଦେବରାକୋଣ୍ଡାଙ୍କ ଏକ ଟୁଇଟ୍ ସାମ୍ନାକୁ ଆସିଛି । ଯାହା ବିବାହ ଖବର ଉପରେ ତାଙ୍କର ପ୍ରତିକ୍ରିୟା ବୋଲି କୁହାଯାଏ । ବିଜୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ବୁଥର ପରି ଗୁଜବ, କଣ ଆମେ ଏହି ଖବରକୁ ଭଲ ପାଇ ଗଲୁଣି ?

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login