The Ultimate Managed Hosting Platform
ADVERTISEMENT

ରଥକାଠ ଅନୁକୂଳ ପାଇଁ ନୟାଗଡ ଗଲା ମାଳ

Facebook
Twitter
LinkedIn

ପୁରୀ : ରଥ କାଠ ଅନୁକୂଳ ପାଇଁ ନୟାଗଡ ଗଲା ମାଳ ଓ ମାହାର୍ଦ୍ଦ । ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ଦଳ ମହାପ୍ରଭୁଙ୍କ ମାଳ , ମାହାର୍ଦ୍ଦ, ଲାଗି ଖଣ୍ଡୁଆ , ନଡିଆ ଆଦି ନେଇ ନୟାଗଡ ଗସ୍ତ କରିଛନ୍ତି । ନୟାଗଡ ବନଖଣ୍ଡ ଅଧିକାରୀଙ୍କୁ ଭେଟି ରଥକାଠ ଅନୁକୂଳର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୟାଗଡ ବନଖଣ୍ଡ ଅଧିନ ଗଣିଆ ଆଞ୍ଚଳ ବଡମୂଳସ୍ଥିତ ବନଦେବୀ ବଡରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ , ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ ନଡିଆ ଆଦି ସମର୍ପଣ କରାଯିବ ଏବଂ ନୟାଗଡରୁ ରଥଯାତ୍ରାରେ ୩ ରଥ ପାଇଁ ଆବଶ୍ୟକ କାଠ କାଟିବାର ଅନୁମତି ମଗାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login