The Ultimate Managed Hosting Platform
ADVERTISEMENT

ରତ୍ନଭଣ୍ଡାର ମାମଲା ; ଅଢେଇ ମାସ ତଳୁ ସୁପାରିସ –ସମୀର

Facebook
Twitter
LinkedIn

ଭୁବନେଶ୍ୱର : ରତ୍ନଭଣ୍ଡାର ନେଇ ଗଜପତିଙ୍କୁ ଭେଟିବା ପରେ ସମୀର ମହାନ୍ତିଙ୍କ ସୂଚନା । ଅଢେଇ ମାସ ତଳୁ ସରକାରଙ୍କୁ ସୁପାରିସ ହୋଇଥିବା କହିଲେ ଗଜପତି । ପରିଚାଳନା କମିଟି ଅଗଷ୍ଟ ୪ରୁ କମିଟି ଗଠନ ପାଇଁ ସୁପାରିସ କରିଛି । ଗଜପତି ମହାରାଜା ରତ୍ନ ଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି । ସୁପାରିସର ଅଢେଇ ମାସ ପରେ ବି ଏଯାଏ କମିଟି କଲେନି । ସୁପାରିସର ୨ ମାସ ଭିତରେ କମିଟି ଗଠନ ପାଇଁ କହିଛନ୍ତି ହାଇକୋର୍ଟ । ତୁରନ୍ତ କମିଟି ନ କଲେ ପୁଣି ହାଇକୋର୍ଟ ଯିବୁ କହିଲେ ପୀତାମ୍ବର ଆଚାର୍ଯ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login