ଭୁବନେଶ୍ୱର : ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲା । ରତ୍ନ ଭଣ୍ଡାର ପାଇଁ ଗଠନ ହେବ ଉଚ୍ଚ ସ୍ତରୀୟ କମିଟି । ଶ୍ରୀମନ୍ଦିର ପ୍ରଶାସନକୁ ନିଦେ୍ର୍ଦଶ ଦେଲେ ହାଇକୋର୍ଟ । ୨ ମାସ ଭିତରେ କମିଟି ଗଠନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିଦେ୍ର୍ଦଶ । କମିଟି ଗଠନ ବେଳେ ସରକାରଙ୍କ ହସ୍ତକ୍ଷେପ ଲୋଡିପାରିବେ ଶ୍ରୀମନ୍ଦିର ପ୍ରଶାସନ । ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନା ।
Views: 83