ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବା ନେଇ କମିଶନଙ୍କ ରିପୋର୍ଟ ପ୍ରସଙ୍ଗ । ରାଜ୍ୟ କ୍ୟାବିନେଟରେ ଉପସ୍ଥାପନ ହେବ ରିପୋର୍ଟ । ହାଇକୋର୍ଟଙ୍କୁ ଅବଗତ କଲେ ଆଡଭୋକେଟ ଜେନେରାଲ । ମେ ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ । ଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ନେଇ ରୁକୁ ହୋଇଛି ମାମଲା। ଏହି ମାମଲା ଦାୟର କରିଛନ୍ତି ଦିଲ୍ଲୀପ ବରାଳ। ମେ ୧୫ ରେ ମାମଲାର ପରବର୍ତ୍ତୀ ଶୁଣାଣି।
Views: 16