ବ୍ରହ୍ମପୁର : ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଆକ୍ରମଣ ସହ ଘରେ ଥିବା ଯୁବକଙ୍କୁ ବାଇକ ଜାଳିଦେଲେ ଦୁର୍ବତ୍ତ । ଗୋଳନ୍ଥରା ଥାନା ରାଳବ ଗାଁରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ । ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର, ଏମକେସିଜିରେ ଭର୍ତ୍ତି । ୫ରୁ ୬ ଜଣ ଯୁବକ ଆକ୍ରମଣ କରଇତିବା ସୂଚନା । ପୋଲିସର ତଦନ୍ତ ଜାରି ।
Views: 77











