The Ultimate Managed Hosting Platform
ADVERTISEMENT

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ !

Facebook
Twitter
LinkedIn

ରାଉରକେଲା : ରଘୁନାଥପାଲୀ ଟ୍ରେନ ଲାଇନ କଡରେ ଯୁବତୀଙ୍କୁ ଦୁଷ୍କର୍ମ । ରଘୁନାଥପାଲୀ ଥାନାରେ ଯୁବତୀଙ୍କ ଅଭିଯୋଗ । ଗତକାଲି ରଘୁନାଥ ପଲ୍ଲୀ ଥାନା ପଛପଟେ ଥିବା ରେଳ ଟ୍ରାକରେ ଜଣେ ଯୁବତୀ ଦୌଡୁଥିବା କିଛି ଲୋକ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା । ତେବେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ନେଇ ଅଧିକ ତଦନ୍ତ କରୁଛି ପୁଲିସ । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login