ବିନିକା : ପମ୍ପ ଘରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ବିନିକା ଥାନା ବିଶାଲପାଲି ଗାଁ ନିକଟ ପମ୍ପ ଘରେ ଝୁଲୁଛି ମୃତଦେହ । ଯୁବକଙ୍କୁ କେହି ମାରି ଟାଙ୍ଗି ଦେଇଥିବା ସନେ୍ଦହ କରାଯାଉଛି । ତେବେ ଯୁବକ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ତାଙ୍କୁ କେହି ହତ୍ୟା କରି ଏଠାରେ ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି । ବିନିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Views: 102











