The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ପିଟି ଜୀବନ ନେଇଗଲେ !

Facebook
Twitter
LinkedIn

ଅନୁଗୁଳ : ଯୁବକଙ୍କୁ ପିଟି ପିଟି ଜୀବନ ନେଇଗଲେ । ଟାଉନ ଥାନା ରାଣୀଗୁଡା ଗାଁରେ ହତ୍ୟାକାଣ୍ଡ । ମୃତକ ହେଲେ ରାଣୀଗୋଡା ଗାଁର ବାପି ବିଶ୍ବାଳ । ସାମାନ୍ୟ ବଚସାରୁ ୩ଜଣ ପଡୋଶୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବାପି ବିଶ୍ବାଳଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login