The Ultimate Managed Hosting Platform
ADVERTISEMENT

ଯୁବକଙ୍କୁ ଚାପିଦେଲା ଅଜଣା ଗାଡି

Facebook
Twitter
LinkedIn

ଜଳେଶ୍ୱର : ରାସ୍ତାରେ ଯୁବକଙ୍କୁ ଚାପିଦେଲା ଅଜଣାଗାଡି । ବିନ୍ଧାପଦ୍ମପୁର ନିକଟରେ ଅଜଣାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ରାସ୍ତାର ପଡିଛି ମୃତଦେହ , ମେରାଇନ ଥାନା ପୋଲିସର ତଦନ୍ତ । ମୃତକ ବଡଗଡ ଗାଁର ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ତଳସାରୀ ପୋଲିସ୍ ପହଞ୍ଚି ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାହା ଏପର୍ୟ୍ୟନ୍ତ ସଠିକ୍ ଭାବେ ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login