ପୁରୀ: ପୁରୀରେ ତୀର୍ଥ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୮ ଆହତ । ଜଗନ୍ନାଥ ସଡ଼କ ରୁଆଛକରେ ବସ୍ ଦୁର୍ଘଟଣାଗ୍ରସ୍ତ । ଅସ୍ଥି ବିସର୍ଜନ ପାଇଁ ଆସୁଥିଲେ ପୁରୀ ଆସୁଥିଲେ । ସମସ୍ତ ଆହତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Views: 82
ପୁରୀ: ପୁରୀରେ ତୀର୍ଥ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୮ ଆହତ । ଜଗନ୍ନାଥ ସଡ଼କ ରୁଆଛକରେ ବସ୍ ଦୁର୍ଘଟଣାଗ୍ରସ୍ତ । ଅସ୍ଥି ବିସର୍ଜନ ପାଇଁ ଆସୁଥିଲେ ପୁରୀ ଆସୁଥିଲେ । ସମସ୍ତ ଆହତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...