The Ultimate Managed Hosting Platform
ADVERTISEMENT

ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଟ୍ରକ ପଛରେ ପିଟିହେଲା ବାଇକ

Facebook
Twitter
LinkedIn

ଖୋର୍ଦ୍ଧା : ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଟ୍ରକ ପଛରେ ପିଟିହେଲା ବାଇକ । ୧୬ ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ଘଟିଛି ଦୁର୍ଘଟଣା।ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।ମୃତ ବାଇକ ଚାଳକ ହେଲେ ୨୪ ବର୍ଷିୟ ଉପେନ୍ଦ୍ର ବେହେରା । ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋବିନ୍ଦ ପୁର ସାହିରେ ବୋଲି ଜଣା ପଡିଛି। ଟାଙ୍ଗୀରୁ ଯାତ୍ରା ଦେଖିବା ପାଇଁ ମା ଉଗ୍ରତାରା ମନ୍ଦିର ନିକଟକୁ ଯିବାବେଳେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ବାଇକ ପିଟି ହୋଇଥିଲା। ଖବର ପାଇ ଟାଙ୍ଗୀ ପୋଲିସ ମୃତଦେହ ଉଦ୍ଧାର କରିବା ସହ ବାଇକ ଓ ଟ୍ରକ ଜବତ କରି ତଦନ୍ତ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login